ମୁମ୍ବାଇ କୁର୍ଲାରେ ଭୂଷୁଡିଲା ୪ ମହଲା କୋଠା, ୧୭ ମୃତ, ରିଲିଫ ଓ ଉଦ୍ଧାର ଜାରି

ମୁମ୍ବାଇ ୨୮।୬: କୁର୍ଲାଅଞ୍ଚଳରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ୪ ମହଲା କୋଠା ଭୂଷୁଡି ପଡିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ଭଙ୍ଗା ବିଲ୍ଡିଂ ତଳୁ ୧୭ ଜଣଙ୍କ ଶବ ଉଦ୍ଧାର ହୋଇଛି। ଦୁର୍ଘଟଣାରେ ଭଙ୍ଗା କୋଠା ତଳୁ ଏପର୍ଯ୍ୟନ୍ତ ୨୩ ଜଣ  ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଏହି ଦୁର୍ଘଟଣା କୁର୍ଲା ନାଇକ ନଗର ସୋସାଇଟିରେ ଘଟିଛି। ସୋସାଇଟିର ଏକ ୱିଙ୍ଗ ରାତିରେ ଭୂଷୁଡି ପଡିଥିଲା। ବିଲ୍ଡିଂ ନିକଟରେ … Continue reading ମୁମ୍ବାଇ କୁର୍ଲାରେ ଭୂଷୁଡିଲା ୪ ମହଲା କୋଠା, ୧୭ ମୃତ, ରିଲିଫ ଓ ଉଦ୍ଧାର ଜାରି