Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମୁମ୍ବାଇ ବିଲଡରଙ୍କ ଆତ୍ମହତ୍ୟା: ପୋଲିସ କହିଲା ରହିଛି ବ୍ୟକ୍ତିଗତ କାରଣ…

20/10/2022 at 4:17 PM

ମୁମ୍ବାଇ(୨୦/୧୦): ମୁମ୍ବାଇର ଜଣେ ଜଣାଶୁଣା ବିଲଡରଙ୍କ ଆତ୍ମହତ୍ୟାକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ଗୁରୁବାର ବିଲଡର ପାରସ ପୌଢ଼ଓ୍ବାଲଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚର୍ଚ୍ଚା। ପୋଲିସର କହିବା ଅନୁଯାୟୀ, ପାରସ ପୌଢ଼ଓ୍ବାଲ ଜିମର ବାଲକୋନୀ ଡେଇଁ ଆତ୍ମହତ୍ୟା କରିଛନ୍ତି।

ପାରସଙ୍କୁ  ୫୭ ବର୍ଷ ହୋଇଥିଲା। ଅତିରିକ୍ତ ପୋଲିସ କମିଶନର ଦ୍ୟାନେଶ୍ବର ଚାଭନ କହିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ପାରସ ଆତ୍ମହତ୍ୟା କରିଛନ୍ତି। ଚାଭନ କହିଛନ୍ତି ଯେ ପାରସଙ୍କ ନିକଟରୁ ଏକ ସୁଇସାଇଡ ନୋଟ ମିଳିଛି। କିନ୍ତୁ ଏଥିରେ ସେ କାହାକୁ ଦାୟୀ କରିନାହାନ୍ତି। ସେ ଆହୁରି କହିଛନ୍ତି ଯେ କାଲାଚୌକି ପୋଲିସ୍ ଏହି ମାମଲାରେ ତଦନ୍ତ କରୁଛି। ପୌଢ଼ଓ୍ବାଲ ଅନେକ ପ୍ରୋଜେକ୍ଟରେ ଜଡ଼ିତ ଥିଲେ।

   Related Posts