oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ପଦଯାତ୍ରାରେ ମୁକ୍ତିକାନ୍ତ ବିଶ୍ୱାଳ

30/07/2018 at 7:27 AM

ପୁଣି ପଦଯାତ୍ରାରେ ବାହାରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ | ଆଜି ଭୁବନେଶ୍ବରକୁ ପଦଯାତ୍ରା କରିଛନ୍ତି ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳ । ରାଉରକେଲାରୁ ଭୁବନେଶ୍ବର ଆସି ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ବ୍ରାହ୍ମଣୀ ଉପରେ ଦ୍ବିତୀୟ ବ୍ରିଜ ଓ IGHକୁ ସୁପର ସ୍ପେଶାଲିଟି ହସପିଟାଲ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା କରିଥିଲେ ମୁକ୍ତିକାନ୍ତ । ଦିଲ୍ଲୀରେ ଅନଶନ ମଧ୍ୟ କରିଥିଲେ । ହେଲେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିନଥିଲେ ।

   Related Posts