ରହସ୍ଯମୟୀ ମନ୍ଦିର: ମହାଦେବଙ୍କ ଜଳାଭିଷେକ କରନ୍ତି ନନ୍ଦୀ, ଜଳ କେଉଁଠୁ ଆସେ ତାହା ରହସ୍ୟ ?

ନୂଆଦିଲ୍ଲୀ ୧୬।୧୧: ରହସ୍ୟରେ ଭରା ଭାରତ । ଏଥିରେ ରହିଛି ଅନେକ ମଠ ମନ୍ଦିର । ହିନ୍ଦୁ ଧର୍ମାବଲମ୍ବୀ ଅଧିକ ରହୁଥିବାରୁ ଦେଶର କୋଣ ଅନୁକୋଣରେ ରହିଛି ଅନେକ ମନ୍ଦିର । ଭାରତରେ ଅନେକ ମନ୍ଦିର ରହିଛି ଯାହାର ରହସ୍ୟ ହେଉଛି ବିଚିତ୍ର । ଖାସ୍‌ କରି ଦେବଙ୍କ ଦେବ ମହାଦେବଙ୍କର ରହିଛି ଅଧିକ ମନ୍ଦିର । ଆଉ ଏହି ମନ୍ଦିର ଗୁଡିକର ମଧ୍ୟ ରହିଛି ଭିନ୍ନ ବିଶେଷତ୍ବ । ଯାହାକୁ ଦେଖିବାକୁ ହୋଇଥାଏ ଭକ୍ତଙ୍କର ସମାଗମ … Continue reading ରହସ୍ଯମୟୀ ମନ୍ଦିର: ମହାଦେବଙ୍କ ଜଳାଭିଷେକ କରନ୍ତି ନନ୍ଦୀ, ଜଳ କେଉଁଠୁ ଆସେ ତାହା ରହସ୍ୟ ?