ରବି ଫସଲରେ MSP ବୃଦ୍ଧି ପ୍ରସ୍ତାବରେ ଲାଗିଲା ମୋହର
3/10/2018 at 8:28 PM

ଦିଲ୍ଲୀ ୩/୧୦: କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରବି ଫସଲରେ MSP ବୃଦ୍ଧି ପ୍ରସ୍ତାବରେ ଲାଗିଲା ମୋହର । ଗହମ, ସୂର୍ଯ୍ୟମୁଖୀ, ମସୁର, ସୋରିଷରେ ବଢିଲା । ଗହମରେ କ୍ବିଣ୍ଟାଲ ପିଛା ୧୦୫ ଟଙ୍କା ବଢିଲା । ସୂର୍ଯ୍ୟମୁଖୀରେ କ୍ବିଣ୍ଟାଲ ପିଛା ୮୪୫ ଟଙ୍କା ବଢିଲା । ମସୁରରେ କ୍ବିଣ୍ଟାଲ ପିଛା ୨୨୫ ଟଙ୍କା ବଢିଲା । ସୋରିଷରେ କ୍ବିଣ୍ଟାଲ ପିଛା ୨୨ ଟଙ୍କା ବଢିଲା ।
Related Posts
ପର ଘରେ ରୁଟି ତିଆରି କରୁଥିଲେ ମାଆ, ଝିଅ ପାଇଲେ ୨ଟି ସରକାରୀ ଚାକିରି
5 February 2023