AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ରବି ଫସଲରେ MSP ବୃଦ୍ଧି ପ୍ରସ୍ତାବରେ ଲାଗିଲା ମୋହର

3/10/2018 at 8:28 PM

ଦିଲ୍ଲୀ ୩/୧୦: କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରବି ଫସଲରେ MSP ବୃଦ୍ଧି ପ୍ରସ୍ତାବରେ ଲାଗିଲା ମୋହର । ଗହମ, ସୂର୍ଯ୍ୟମୁଖୀ, ମସୁର, ସୋରିଷରେ ବଢିଲା । ଗହମରେ କ୍ବିଣ୍ଟାଲ ପିଛା ୧୦୫ ଟଙ୍କା ବଢିଲା । ସୂର୍ଯ୍ୟମୁଖୀରେ କ୍ବିଣ୍ଟାଲ ପିଛା ୮୪୫ ଟଙ୍କା ବଢିଲା । ମସୁରରେ କ୍ବିଣ୍ଟାଲ ପିଛା ୨୨୫ ଟଙ୍କା ବଢିଲା । ସୋରିଷରେ କ୍ବିଣ୍ଟାଲ ପିଛା ୨୨ ଟଙ୍କା ବଢିଲା ।

   Related Posts