Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମିଳିଲା ସମ୍ରାଟଙ୍କ ମୃତଦେହ, ଶୁକ୍ରବାରଠୁ ଥିଲେ ନିଖୋଜ

1/10/2022 at 11:49 AM

ପୁରୀ ୦୧।୧୦ : ନିଖୋଜ ଯୁବକଙ୍କ ମୃତଦେହ ଠାବ । ପୁରୀ ପେଣ୍ଠକଟା ସମୁଦ୍ରକୂଳରୁ ମିଳିଲା ମୃତଦେହ । ମୃତକ ପଶ୍ଚିମବଙ୍ଗ ତାରକେଶ୍ୱର ପାଲିର ସମ୍ରାଟ ମଣ୍ଡଲ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶୁକ୍ରବାର ସମୁଦ୍ରରେ ସ୍ନାନ କରୁଥିବା ସମୟରେ ହଠାତ୍‌ ଯୁବକ ଜଣଙ୍କ ପାଣିରେ ଭାସିଯାଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ଶନିବାର ଦିନ ସକାଳ ସମୟରେ ପୁରୀ ପେଣ୍ଠକଟା ସମୁଦ୍ରକୂଳରୁ ସମ୍ରାଟଙ୍କ ମୃତଦେହ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ  ଜାରି ରଖିଛି । ତେବେ  ଗଭୀର ସମୁଦ୍ରକୁ ଭିତରକୁ ଯାଇ ଗାଧୋଇବା ଦ୍ୱାରା ଏପରି ହୋଇଥିବା ଅନୁମାନ କରାଯାଉଛି ।  

   Related Posts