ଯୁବକଙ୍କୁ ହତ୍ୟା! ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ

Published By : Prameya-News7 Bureau | August 26, 2022 IST

ବଲାଙ୍ଗୀର ୨୬/୦୮: ବଲାଙ୍ଗୀର ହାତିଶାଳପଡା ଫରେଷ୍ଟ କେନ୍ଦୁଲିଫ୍ କଲୋନୀରେ ଆବବନୀୟ ଘଟଣା । ଯୁବକଙ୍କୁ ହତ୍ୟା ସନ୍ଦେହ । ମୃତ ଯୁବକର ନାଁ ଅଭିମନ୍ୟୁ ହାତୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ । ଟାଉନ୍ ଥାନା ପୋଲିସର ତଦନ୍ତ ଆରମ୍ଭ ।

ଗତକାଲି ସଂଧ୍ୟାରେ ଅଭିମନ୍ୟୁ ବୁର୍ଲା ମେଡିକାଲ ଯିବାପାଇଁ ଘରୁ ବାହାରିଥିଲେ ପରିବାର ଲୋକେ ମଧ୍ୟ ବୁର୍ଲା ଯାଇଥିବା ନେଇ ରାତିରେ ଆଉ ଯୋଗଯୋଗ କରିନଥିଲେ । ସାଙ୍ଗରେ ଥିବା ଜଣେ ଯୁବକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ମାଆ । ସେ ରଙ୍ଗ ମିସ୍ତ୍ରୀ କାମ କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.