କୁଆଖାଇ ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
14/01/2023 at 11:23 AM

ଭୁବନେଶ୍ୱର ୧୪/୦୧: କୁଆଖାଇରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ମଞ୍ଚେଶ୍ବର ଥାନା ବରିମୁଣ୍ଡ ନିକଟ କୁଆଖାଇରୁ ମିଳିଲା ଯୁବକଙ୍କ ମୃତଦେହ । ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହର ପରିଚୟ ମିଳିନି ।
ମଞ୍ଚେଶ୍ୱର ଥାନା ପୋଲିସ ଅଧିକ ତଦନ୍ତ ଚଳାଇଛି । ବରିମୁଣ୍ଡ ଗାଁ ନିକଟ ନଦୀ ପଠାରୁ ମୃତଦେହ ଉଦ୍ଧାର । ତେବେ ନମୁନା ଡାଏଟମ ପରୀକ୍ଷା ପାଇଁ ପଠାଯିଵ ବୋଲି ଜଣାପଡିଛି ।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023