ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ନଦୀ ପଠାରୁ ମିଳିଲା ମୃତଦେହ, ଦୁଇ ଦିନଠୁ ଥିଲେ ନିଖୋଜ

28/08/2022 at 12:41 PM

ସାନଖେମୁଣ୍ଡି ୨୮।୦୮: ଋଷିକୁଲ୍ୟା ନଦୀ ପଠାରୁ ଗଳିତ ମୃତଦେହ ଠାବ । ମୃତକ ସୋରଡ଼ା ବ୍ଲକ ନୂଆଗଡ଼ ଗାଁରେ ଶଙ୍କର ବେହେରା ବୋଲି ଜଣାପଡିଛି । ତାଙ୍କ ବୟ ୬୦ ବର୍ଷ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ଦୁଇ ଦିନ ହେବ ନଦୀକୁ ଗାଧୋଇବାକୁ ଆସି ବୁଡିଯାଇଥିଲେ । ବହୁ ଖୋଜାଖୋଜି ପରେ ବି ଶଙ୍କରଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଦୁଇ ଦିନ ପରେ ଋଷିକୁଲ୍ୟା ନଦୀ ପଠାରୁ ତାଙ୍କର ମୃତଦେହକୁ ଠାବ କରାଯାଇଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts