ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପଣ୍ଡାପାର୍କ ବସ୍ତିରୁ ନାବାଳକର ମୃତଦେହ ମିଳିବା ଘଟଣା, ଡଗ୍‌ ସ୍କ୍ୱାଡ୍‌ ନେଇ ଛାନ୍‌ଭିନ୍‌ କଲା ପୋଲିସ୍‌

11/07/2022 at 7:49 PM

ଭୁବନେଶ୍ବର, ୧୧/୦୭: ଭୁବନେଶ୍ବର ପଣ୍ଡାପାର୍କ ବସ୍ତିରୁ ନାବାଳକ ଦୈତରାଜ ନାୟକଙ୍କ ମୃତଦେହ ମିଳିବା ଘଟଣାରେ ଆକ୍ସନ ମୋଡ୍‌ରେ ପୋଲିସ୍‌ । ହତ୍ୟା ମାମଲା ରୁଜୁ କଲା ଚନ୍ଦ୍ରଶେଖପୁର ଥାନା ପୋଲିସ । ଡଗ ସ୍କାର୍ଡକୁ ନେଇ ଘଟଣା ସ୍ଥଳରେ ପୋଲିସ ଛାନଭିନ କରିଛି । ପୂର୍ବରୁ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିଲା ପୋଲିସ । ପୋଲିସ କାହାକୁ ଗିରଫ ନ କରିବାରୁ ଚନ୍ଦ୍ରଶେଖରପୁର ଥାନା ବସ୍ତି ବାସିନ୍ଦା ଘେରାଉ କରିଥିଲେ । ଗତ ଜୁନ ୧୬ ରେ ନାବାଳକ ଦୈତ୍ୟରାଜ ନାୟକଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

   Related Posts