oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ମୃତଦେହ ରଖି ରାଜପଥ ଅବରୋଧ, ପ୍ରଶାସନର ଖାମଖିଆଲି ନୀତି ବିରୋଧକୁ ପ୍ରତିବାଦ

12/04/2022 at 8:24 AM

ନୀଳଗିରି ୧୨/୦୪: ମୃତଦେହ ରଖି ରାଜ୍ୟପଥ ରାସ୍ତା ଅବରୋଧ କଲେ ଶତାଧିକ ଗ୍ରାମବାସୀ । ଏଭଳି ଅଭାବନୀୟ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବାଇପାସ ଛକରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଗତ ମାର୍ଚ୍ଚମାସ ୩ ତାରିଖରେ ସହର ମୁଖ୍ୟରାସ୍ତାରେ ଗଛ କାଟୁଥିବା ବେଳେ ଗଛ ଡାଳ ପଡି ବରିସାହିରେ ଗ୍ରାମର ନୀଳକଣ୍ଠ ପୋଇଙ୍କ ଏକମାତ୍ର ପୁଅ ୨୧ ବର୍ଷୀୟ ପୁଅ ହରିହର ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସିତ ହେଉଥିବା ବେଳେ ବନବିଭାଗ କିମ୍ବା ପ୍ରଶାସନିକ ଅଧିକାରୀ କେହି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ନଥିଲେ କିମ୍ବା ସହାୟତା ମଧ୍ୟ କରିନଥିଲେ ।

ରାସ୍ତା ବ୍ୟାରିକେଡ ନକରି ଏଭଳି ପ୍ରଶାସନର ଖାମ ଖିଆଲି ନୀତି ଓ କ୍ଷତିପୂରଣ ପ୍ରତିବାଦରେ ଶବ ରଖି ଦିଆଯାଇଛି ଧାରଣା । ପରିବାର ସଦଦ୍ୟଙ୍କୁ ଚାକିରୀ ପାଇଁ ମଧ୍ୟ ଦାବି ଉଠିଛି ।

   Related Posts