ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, କଲେଜ ଛକ ନିକଟସ୍ଥ ଟ୍ରେନ୍ ଲାଇନ୍ କଡ଼ରେ ପଡ଼ିଛି ମୃତଦେହ
8/09/2022 at 9:48 PM

କଟକ, ୦୮/୦୯: କଟକ କଲେଜ ଛକ ଓଭରବ୍ରିଜ ନିକଟସ୍ଥ ଟ୍ରେନ ଲାଇନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ଟ୍ରେନ ଆଗକୁ ଡେଇଁ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଏହାର କାରଣ ଯଦିଓ ସ୍ପଷ୍ଟ ହୋଇନାହିଁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ସନ୍ତୋଷ କୁସୁୱା ବୋଲି ଜଣାପଡ଼ିଛି । ତାଙ୍କ ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି । ତେବେ ଜିଆରପି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023