ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଢ଼େଙ୍କାନାଳ: ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

15/01/2021 at 9:01 AM

ଢ଼େଙ୍କାନାଳ୧୫/୧: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୧୫ର ନରୋତ୍ତମ ଗୁରୁ, ତାଙ୍କ ବୟସ ୭୦ ବର୍ଷ। ଗତକାଲି ଦିନ ୩ଟା ସମୟରୁ ଘରେ ଶୌଚ ହେବାକୁ କହି ଆଉ ଫେରିନଥିଲେ।

ଏକ ଘଣ୍ଟା ବିଳମ୍ବରେ ନରୋତ୍ତମ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସବୁଆଡେ ଖୋଜାଖୋଜି କରି ନପାଇବାରୁ ସନ୍ଦେହ ସୃଷ୍ଟି ହୋଇଥିଲା।  ପରେ ରାତି ୯ଟା ସମୟରେ ନିକଟସ୍ଥ ଗୋଡିପୋଖରୀ ପାଣୀରେ ପସି ଖୋଜାଖୋଜି କରିଥିଲେ। ଖୋଜାଖୋଜିର କିଛି ସମୟ ପରେ ନରୋତ୍ତମଙ୍କୁ ପାଣୀ ଭିତରୁ ଉଦ୍ଧାର କରାଯାଇଥିଲା। ପରେ ନରୋତ୍ତମଙ୍କୁ ମୃତ୍ୟୁ ହୋଇଥିବା ଜାଣି କ୍ରୀୟା କର୍ମ ପାଇଁ ଘରକୁ ନେଇଯାଇଥିଲେ। ଘରେ ନରୋତ୍ତମଙ୍କ ମୃତ ଶରୀର ରଖି  ବନ୍ଧୁବାନ୍ଧବ ଓ ସଂପର୍କୀୟଙ୍କୁ ଖବର ଦେଇଥିଲେ ।

   Related Posts