ବିଶ୍ରାମଗାରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ନିମଖଣ୍ଡିପେଣ୍ଠ ଆରଆଇ ଅଫିସର ପିଅନ ହୋଇଥିବା ସୂଚନା
22/05/2022 at 7:15 PM

ସାନଖେମୁଣ୍ଡି, ୨୨/୦୫: ସାନଖେମୁଣ୍ଡି ଅନ୍ତର୍ଗତ ଭୀଷ୍ମଗିରି କଲେଜ ଛକ ବିଶ୍ରାମଗାରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ହେଲେ ନିମଖଣ୍ଡିପେଣ୍ଠ ଆରଆଇ ଅଫିସର ପିଅନ ଉତ୍ତମ ରାଉତ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଦିଗପହଣ୍ଡି ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।