ରାଉରକେଲା ବିମାନ ବନ୍ଦରକୁ ନେଇ ସଂସଦରେ ପ୍ରଶ୍ନକଲେ ସାଂସଦ ଜୁଏଲ୍ ଓରାମ୍
12/12/2022 at 11:09 PM

ନୂଆଦିଲ୍ଲୀ ୧୨/୧୨: ଉଡାଣ ପ୍ରକଳ୍ପ ଅନ୍ତର୍ଗତ ହେବାକୁ ଥିବା ରାଉଲକେଲା ଏୟାରପୋର୍ଟ କାର୍ଯ୍ୟରେ ବିଳମ୍ବକୁ ନେଇ ଆଜି ସଂସଦରେ ଲିଖିତ ପ୍ରଶ୍ନ ପଚାରିଛନ୍ତି ସାଂସଦ ଜୁଏଲ ଓରାମ। ଜାନୁଆରୀରେ ହକି ବିଶ୍ଵ କପ୍ ହେବାକୁ ଥିବାବେଳେ ଏବେ ଯାଏଁ ରାଉଲକେଲା ଏୟାରପୋର୍ଟ କାର୍ଯ୍ୟକ୍ଷମ ହୋଇ ନାହିଁ।
ବାରମ୍ବାର ପ୍ରଧାନମନ୍ତ୍ରୀ ଏ ବିଷୟରେ କହିଥିଲେ ମଧ୍ୟ ଏନେଇ କାମ ଆରମ୍ଭ ହୋଇ ନଥିବାରୁ ସେ ଆଜି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି। ରାଜ୍ୟ ଏବଂ ଷ୍ଟିଲ ପ୍ଲାଣ୍ଟ ଅଥୋରିଟିଙ୍କ ଯୋଗୁଁ କାମ ଆଗେଇ ପାରି ନାହିଁ ବୋଲି ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ଯ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।
Related Posts
ତହସିଲ୍ ଅଫିସ୍ ଆଗରେ ୭ ଦଫା ଦାବିରେ ମତ୍ସ୍ୟଜୀବିଙ୍କ ଧାରଣ
30 January 2023