Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ICSI ଓ SOA ମଧ୍ୟରେ MOU ସ୍ୱାକ୍ଷରିତ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ହେବ ସହାୟକ

12/12/2021 at 2:48 PM

ଭୁବନେଶ୍ୱର ୧୨।୧୨: ଦ ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟେରୀଜ ଅଫ ଇଣ୍ଡିଆ ଓ ଶିକ୍ଷା ଓ ଅନୁସନ୍ଧାନ ସହ ଏମଓୟୁ ସ୍ୱାକ୍ଷର । ଭାରତୀୟ କମ୍ପାନୀ ସଚିବ ସଂସ୍ଥାନର କର୍ମକର୍ତ୍ତା, ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷା ଓ ଅନୁସନ୍ଧାନର ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏମଓୟୁ ସ୍ଵାକ୍ଷର କାର୍ଯ୍ୟକ୍ରମ  ଅନୁଷ୍ଠିତ ।

ସେମିନାର, ମ୍ୟାନେଜମେଣ୍ଟ , ଫାଇନାନ୍ସ,  ସାମାଜିକ ବିକାଶ, କର୍ପୋରେଟର କ୍ଷେତ୍ରରେ ସହାୟତା ପାଇଁ ଏହି ଏମଓୟୁ ସ୍ୱାକ୍ଷର ବିଶେଷ ସହଯୋଗ କରିବ ବୋଲି ଆଲୋଚନା ହୋଇଛି । ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିନିଷ୍ଟ୍ରେଟିଭ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦ ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟେରୀଜ ଅଫ ଇଣ୍ଡିଆ ଦିଲ୍ଲୀ ୟୁନିଭରସିଟିର ସଭାପତି ଓ ଭୁବନେଶ୍ୱରର ପ୍ରମୁଖ କର୍ମକର୍ତ୍ତା ସାମିଲ ଥିଲେ ।

ଏଥିସହ ଶିକ୍ଷା ଓ ଅନୁସନ୍ଧାନର ଭିସି ଅଶୋକ ମହାପାତ୍ରଙ୍କ ସମେତ ପ୍ରୋ ଭାଇସଚାନ୍ସେଲର ପିକେ ନନ୍ଦ ଓ ପ୍ରଫେସର ଗଣ ଉପସ୍ଥିତ ରହିଥିଲେ ।

   Related Posts