ଜନ୍ମଦାତ୍ରୀ ମା ସହ ସୌଦା : ନା ମାନେ ନା
Published By : Prameya-News7 Bureau | June 23, 2018 IST
ନିଜ ମାକୁ ବାଜି ଲଗାଇବାକୁ ପଛାଇଲା ନାହିଁ ପୁଅ | କିଛି ଜମି ପାଇଁ ଜନ୍ମଦାତ୍ରୀ ମାକୁ ଅତ୍ୟାଚାର କରୁଛି ପୁଅ | ଘଟଣାଟି ମହାରାଷ୍ଟ୍ର ୱାସିମ ଜିଲ୍ଲା ମେଳଗାଁ ଅଂଚଳର | ପରିବାର ମଧ୍ୟରେ ଜମି ବିବାଦକୁ ନେଇ ମାକୁ ଅତ୍ୟାଚାର କରିଛି ପୁଅ |