ପୋଖରୀରେ ବୁଡି ମାଆ-ଝିଅଙ୍କ ସଲିଳ ସମାଧି, ଗାଁରେ ଶୋକର ଛାୟା

Published By : Prameya-News7 Bureau | June 14, 2024 IST

breaking_4

ଉମରକୋଟ ୧୪/୬: ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ଉମରକୋଟ ବ୍ଲକ ପୂଜାରୀଭରଣ୍ଡି ଗାଁରେ ଅଭାବନୀୟ ଘଟଣା  ଘଟିଯାଇଛି । ପୋଖରୀରେ ବୁଡି ମାଆ ଓ ଝିଅଙ୍କର ଜୀବନ ଯାଇଛି । ପୂଜାରୀଭରଣ୍ଡି ଗାଁର ଗୀତା କଲାର,ଝିଅ କରିସ୍ମା ସହ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ବୁଡିଯାଇ ଉଭୟଙ୍କର ମୃତ୍ୟୁ ହୋଇଛି ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.