ଉମରକୋଟ ୧୪/୬: ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ଉମରକୋଟ ବ୍ଲକ ପୂଜାରୀଭରଣ୍ଡି ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ବୁଡି ମାଆ ଓ ଝିଅଙ୍କର ଜୀବନ ଯାଇଛି । ପୂଜାରୀଭରଣ୍ଡି ଗାଁର ଗୀତା କଲାର,ଝିଅ କରିସ୍ମା ସହ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ବୁଡିଯାଇ ଉଭୟଙ୍କର ମୃତ୍ୟୁ ହୋଇଛି ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ,...
