ଗଞ୍ଜାମ କବିସୂର୍ଯ୍ୟନଗରରେ ତିନି ବର୍ଷର ଶିଶୁକନ୍ୟାକୁ ଚେଙ୍କ ଦେଲା ମାଆ

Published By : Prameya-News7 Bureau | October 04, 2018 IST

ଗଞ୍ଜାମ ୪|୧୦: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଅଭାବନୀୟ ଘଟଣା ଘଟିଛି । ତିନି ବର୍ଷର ଶିଶୁକନ୍ୟାକୁ ଚେଙ୍କ ଦେଇଛି ମାଆ । ଖବର ପାଇବା ପରେ ଚାଇଲଡଲାଇନ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶିଶୁକନ୍ୟାକୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମାଆ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଶିଶୁକନ୍ୟା । ସେ ଆଉ ମାଆ ପାଖକୁ ଯିବନାହିଁ ବୋଲି କହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.