ଗଞ୍ଜାମ କବିସୂର୍ଯ୍ୟନଗରରେ ତିନି ବର୍ଷର ଶିଶୁକନ୍ୟାକୁ ଚେଙ୍କ ଦେଲା ମାଆ
4/10/2018 at 6:03 PM

ଗଞ୍ଜାମ ୪|୧୦: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଅଭାବନୀୟ ଘଟଣା ଘଟିଛି । ତିନି ବର୍ଷର ଶିଶୁକନ୍ୟାକୁ ଚେଙ୍କ ଦେଇଛି ମାଆ । ଖବର ପାଇବା ପରେ ଚାଇଲଡଲାଇନ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶିଶୁକନ୍ୟାକୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମାଆ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଶିଶୁକନ୍ୟା । ସେ ଆଉ ମାଆ ପାଖକୁ ଯିବନାହିଁ ବୋଲି କହୁଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023