Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗାଧୋଇବା ବେଳେ ନଦୀ ସୁଅରେ ଭାସିଗଲେ ମା ପୁଅ

9/06/2018 at 7:39 AM

ବୈତରଣୀ ନଦୀରେ ଅଘଟଣ | ଭଣ୍ଡାରିପୋଖରୀ ଖପୁରିଆପଡା ଘାଟରେ ଗାଧୋଇବା ବେଳେ ନଦୀ ସୁଅରେ ଭାସିଗଲେ ମା ଓ ୧୨ ବର୍ଷର ପୁଅ | ତେବେ ମା ମଞ୍ଜୁଲତା ପତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି | ବହୁ ଖୋଜାଖୋଜି ପରେ ପୁଅ ମନୋଜର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ |

Leave a Reply

   Related Posts