ଶାସ୍ତ୍ର ଅନୁସାରେ ସ୍ତ୍ରୀ-ପୁରୁଷ ସକାଳୁ ସକାଳୁ କରନ୍ତୁ ଏହି କାମ, ଆପଣ ଦିନସାରା ରହିବେ ଖୁସି

Published By : Prameya-News7 Bureau | February 06, 2019 IST

ଯଦି ଆପଣ ବିବାହିତ ତା ହେଲେ ସ୍ତ୍ରୀ  ସହିତ ସକାଳୁ କରନ୍ତୁ ଏହିକାମ । ଦେଖିବେ ଆପଣଙ୍କ ମନ ଖୁସି ରହିବା ସହିତ ଦିନସାରା ହାଲିଆ ହେବେ ନାହିଁ । ଆପଣ ବିବାହିତ ମାନେ ଯଦି କରୁନାହାଁନ୍ତି ଏହିକାମ ତାହେଲେ ଆପଣ ନିଶ୍ଚୟ ଭୁଲ କରୁଛନ୍ତି ।

{"id":82616}

କଣ କରିବେ ସକାଳୁ ସକାଳୁ ନିଜ ସ୍ତ୍ରୀ ସହ ଆସନ୍ତୁ ଜାଣିବା ।

{"id":82617}

ସକାଳୁ ଉଠି ଯଦି ଚା ପିଇବାର ଅଭ୍ୟାସ ଅଛି, ତା ହେଲେ ଏହି ଭୁଲ କରନ୍ତୁ ନାହିଁ । ସକାଳୁ ଉଠି ମୁହଁ ନ ଧୋଇ ଅତିକମରେ ୧ ଲିଟର ପାଣି ପିଅନ୍ତୁ । ଏହାଦ୍ଵାରା ପେଟ ସଫା ରହିବା ସହିତ କୌଣସି ପେଟରୋଗର ସମାସ୍ୟା ଦେଖାଦେବ ନାହିଁ ।

{"id":82618}

ସକାଳୁ ଉଠି ସ୍ନାନ କରିବା ଦରକାର । ଏହା ଦ୍ଵାରା ନିଜର ମନ ପ୍ରଫୁଲ୍ଲିତ ରହିବା ସହିତ ପରିବାରର ସୁଖ ଶାନ୍ତି ବିରାଜମାନ କରିବ । ସକାଳ ସ୍ନାନ ପଛରେ ଦେହ ଭଲ ରହିବାର ଅନେକ ବୈଜ୍ଞାନିକ କାରଣ ରହିଛି ।

ମହିଳାମାନେ ସ୍ନାନ କରି ସକାଳେ ସଫା ଘରଭିତରକୁ ପ୍ରବେଶ କରିବା ଦରକାର । ଏହାପରେ ଠାକୁର ପୂଜା କରିବା ସହ ଗାୟତ୍ରୀ ମନ୍ତ୍ର ଜପ କଲେ ନିଜର ତଥା ପରିବାରର କୌଣସି ବିପଦ ଦେଖାଯିବ ନାହିଁ ।

ସକାଳେ ସ୍ନାନପରେ ତୁଳସୀ ଚଉରାରେ ପାଣିଦେବା ସହିତ ଧୂପଦେଇ ପୂଜା କରିବା ଦରକାର ।

{"id":82619}

ପୂଜା କରିବା ସହ ଯୋଗ କରିବା ଦ୍ଵାରା ମଧ୍ୟ ନିଜର ମନ ପ୍ରଫୁଲ୍ଲିତ ରହିଥାଏ । ସବୁପରେ ସକାଳ କାମ ଆରମ୍ଭ କରିବା ପୂର୍ବରୁ ସ୍ଵାମୀଙ୍କ ସହ ହାଲକା ରୋମାନସ୍ କରନ୍ତୁ, ମନ ଭଲ ରହିବ ।

ଏହା ସହିତ ଆପଣଙ୍କ ଋଚିର ଗୀତ ମଧ୍ୟ ଶୁଣନ୍ତୁ, ଡ଼ିପ୍ରେସନ ଦୂରେଇଯିବା ସହିତ ମନ ଭଲ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.