୨୫ ଏକରରୁ ଉର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ, ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ
28/11/2020 at 9:03 PM

ମୁନିଗୁଡା୨୮/୧୧: ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପୋଡି ନଷ୍ଟ କରାଯାଇଛି । ଶନିବାର ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖାମପଦର ଓ ଖାମୁଣ୍ଡି ଅଞ୍ଚଳ ଜଙ୍ଗଲରେ ବେଆଇନ ଭାବେ ଲଗାଯାଇଥିବା ୨୫ ଏକରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି।
ଏହାର ଅନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ହେବ । ଆଜି ମୁନିଗୁଡା SDPOଙ୍କ ନେତୃତ୍ୱରେ ଅବକାରୀ, ପୋଲିସ ଓ ବନବିଭାଗ ତରଫରୁ ଚନ୍ଦ୍ରପୁର ଭଳି ଉପାନ୍ତ ଅଞ୍ଚଳରେ ଲାଗିଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023