ଖୁସି ଖବର, ସୁସ୍ଥ ହେଲେ ଆଉ ୩୮୯୬ କରୋନା ସଂକ୍ରମିତ
29/09/2020 at 7:29 PM

ଭୁବନେଶ୍ୱର, ୨୯ ।୦୯: ମଙ୍ଗଳବାର ରାଜ୍ୟରେ ଆଉ ୩୮୯୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୪୮୧ ରେ ପହଁଚିଛି ।
119 from Sundargarh
— H & FW Dept Odisha (@HFWOdisha) September 29, 2020
115 from Nayagarh
112 from Kendrapara
110 from Sambalpur
104 from Kalahandi
97 from Bargarh
76 from Nabarangpur
74 from Bhadrak
72 from Malkangiri
70 from Sonepur
68 from Bolangir
55 from Keonjhar
49 from Nuapada
45 from Dhenkanal
40 from Ganjam
40 from Kandhamal
— H & FW Dept Odisha (@HFWOdisha) September 29, 2020
25 from Rayagada
20 from Boudh
15 from Gajapati
12 from Deogarh
91 from State Pool
The total recovered cases of Odisha now stand at 181481
ଖୋର୍ଦ୍ଧାରୁ ସର୍ବାଧିକ ୬୫୭ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୪୪୨, ବାଲେଶ୍ୱରରୁ ୨୨୬, ଅନୁଗୋଳରୁ ୨୧୭, ପୁରୀରୁ ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜରୁ ୧୬୨, ଯାଜପୁରରୁ ୧୫୩, ଝାରସୁଗୁଡାରୁ ୧୫୧, କୋରାପୁଟରୁ ୧୨୬, ସୁନ୍ଦରଗଡରୁ ୧୧୯, ନୟାଗଡରୁ ୧୧୫, କେନ୍ଦ୍ରାପଡାରୁ ୧୧୨, ସମ୍ବଲପୁରରୁ ୧୧୦, କଳାହାଣ୍ଡିରୁ ୧୦୪, ବରଗଡରୁ ୯୭, ନବରଙ୍ଗପୁରରୁ ୭୬, ଭଦ୍ରକରୁ ୭୪, ମାଲକାନଗିରିରୁ ୭୨, ସୋନପୁରରୁ ୭୦, ବଲାଙ୍ଗୀରରୁ ୬୮, କେନ୍ଦୁଝରରୁ ୫୫, ନୂଆପଡାରୁ ୪୯, ଢେଙ୍କାନାଳରୁ ୪୫ ଓ ଗଞ୍ଜାମରୁ ୪୦ଜଣ ଆରୋଗ୍ୟ ହୋଇଛନ୍ତି ।
ସେହିପରି କନ୍ଧମାଳରୁ ୪୦, ରାୟଗଡାରୁ ୨୫, ବୌଦ୍ଧରୁ ୨୦, ଗଜପତିରୁ ୧୫, ଦେବଗଡରୁ ୧୨ଜଣ ଆରୋଗ୍ୟଲାଭ କରିଛନ୍ତି ।