scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭଲ ଖବର, ସୁସ୍ଥ ହେଲେ ଆଉ ୨୭୧୬ କରୋନା ଆକ୍ରାନ୍ତ

21/10/2020 at 7:55 PM

ଭୁବନେଶ୍ୱର, ୨୧ ।୧୦:    ରାଜ୍ୟରେ ଆଉ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୯୧୩ ରେ ପହଁଚିଛି ।

ଖୋର୍ଦ୍ଧାରୁ ସର୍ବାଧିକ ୫୮୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୨୦୬, ଅନୁଗୋଳରୁ ୨୦୧, ମୟୂରଭଞ୍ଜରୁ ୧୫୬, କଟକରୁ ୧୧୯, ନୂଆପଡାରୁ ୧୦୬, ବଲାଙ୍ଗୀରରୁ ୧୦୫, ବରଗଡରୁ ୧୦୦, ସମ୍ବଲପୁରରୁ ୯୮, ଯାଜପୁରରୁ ୯୪, କେନ୍ଦ୍ରାପଡାରୁ ୭୧, ଝାରୁସୁଗୁଡାରୁ ୭୦, ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୧, ଭଦ୍ରକରୁ ୫୮, ଜଗତସିଂହପୁରରୁ ୫୬, ବାଲେଶ୍ୱରରୁ ୪୮, ନବରଙ୍ଗପୁରରୁ ୪୮, ମାଲକାନଗିରିରୁ ୪୫, ସୋନପୁରରୁ ୪୫, କେନ୍ଦୁଝରରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୪ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡରୁ ୩୦, କୋରାପୁଟରୁ ୨୯, ରାୟଗଡାରୁ ୨୭, ଦେବଗଡରୁ ୧୬, ଗଜପତିରୁ ୮ ବୌଦ୍ଧରୁ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି ।

   Related Posts