ଆସୁଛି ମୌସୁମୀ ; ୮ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ସତର୍କତା ଜାରି
26/05/2018 at 11:16 AM

ଆସୁଛି ମୌସୁମୀ, ଆସନ୍ତା ୨ ତାରିଖରେ ରାଜ୍ୟରେ ପ୍ରାକ ମୌସୁମୀ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ | ଆଜି ୮ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ସତର୍କତା ଜାରି କରାଯାଇଛି |