ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ନାହିଁ ! ଗୁରୁବାର ୮ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ

Published By : Prameya-News7 Bureau | June 19, 2024 IST

HT

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗୁଳୁଗୁଳି ଓ ଗ୍ରୀଷ୍ମପ୍ରବାହ। ତେବେ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି।  ୨ରୁ ୩ ଦିନ ମଧ୍ୟରେ ଅବିଶିଷ୍ଟ ରାଜ୍ୟର ଜିଲ୍ଲାଗୁଡିକୁ ଅଗ୍ରସର ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ୨୧ ତାରିଖ ଯାଏ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରାଯାଇଛି। 

ଆସନ୍ତାକାଲି(ଗୁରୁବାର) ଘଡ଼ଘଡ଼ି ଓ ବର୍ଷା ନେଇ ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି। 

ସେହିପରି ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ନେଇ ୮ଟି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ଶୁକ୍ରବାର  ୩ଟି ଜିଲ୍ଲାକୁ ଘଡ଼ଘଡ଼ି ଓ ବର୍ଷା ନେଇ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.