Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୪୮ଘଣ୍ଟା ଭିତରେ କେରଳ ଛୁଇଁପାରେ ମୌସୁମୀ, ଆରବସାଗରରେ ବାତ୍ୟା କରଛିି ବିଳମ୍ବ

8/06/2023 at 8:27 AM

ଭୁବନେଶ୍ୱର ୦୮/୦୬: ଆରବସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଯୋଗୁ କେରଳରେ ମୋସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହେଉଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେରଳ ଉପକୂଳରେ ମେଘର ଘନତ୍ୱ ବୃଦ୍ଧି ପାଇଛି। ତେବେ ଜୁନ ୨୦ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି ।

ଆରବ ସାରରେ ବାତ୍ୟା କାରଣରୁ ମୌସୁମୀ ବିଳମ୍ବ ହେଉଛି ଆଉ ଏଣେ ସାରା ଓଡ଼ିଶା ଅସହ୍ୟ ତାତିରେ ଜଳୁଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଆସନ୍ତା ଦୁଇ ଦିନ କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୨ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିସହ କେତେକ ଜିଲ୍ଲାରେ ସ୍ବାଭାବିକ ତାପମାତ୍ରା ୩ରୁ ୫ ଡିଗ୍ରି ଅଧିକ ରହିବ।

   Related Posts