ଜୁନ୍ ୧୦ରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା
29/05/2018 at 7:16 AM

ଆଜି କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଜୁନ୍ ୧୦ରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏଭଳି ପୂର୍ବାନୁମାନ କରାଯାଇଛି । ଏପଟେ କିନ୍ତୁ ଗତ ୩ଦିନ ହେଲା ରାଜ୍ୟରେ ଗୁଳୁଗୁଳି ସହ ଭୀଷଣ ତାତି ଅନୁଭୂତ ହେଉଛି । ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।
Related Posts
ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢିବ ବର୍ଷା
1 July 2022
ରଥଯାତ୍ରାରେ କମ୍ ବର୍ଷିବ, ୪ରେ ଲଘୁଚାପ ସମ୍ଭାବନା…
30 June 2022