ଧରାପଡିଲା ଆତଙ୍କ ଖେଳାଇଥିବା ମାଙ୍କଡ
3/06/2018 at 11:26 AM

ସାଲେପୁର ବାରବୋଡିଆ ଗାଁରେ ମାଙ୍କଡ ଆତଙ୍କ ଘଟଣା
ବନ ବିଭାଗ କର୍ମଚାରୀ ଓ ମାଙ୍କଡ ଧରାଳିଙ୍କ ଦ୍ବାରା ମାଙ୍କଡ କାବୁ
ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ମାଙ୍କଡ
ମାଙ୍କଡ କାମୁଡାରେ ୪୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ହୋଇଥିଲେ