ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ପଇସା ଦେଇ କିଣି ହେବ ସୁଖ, ଗବେଷଣା ରିପୋର୍ଟରେ ମତ ରଖିଲେ ନୋବେଲ ବିଜେତା ଡାନିଏଲ୍ କାହ୍ନମ୍ୟାନ

15/03/2023 at 9:38 AM

ନୂଆଦିଲ୍ଲୀ: ପାଖରେ ପଇସା ଥିଲେ ସବୁ ସମ୍ଭବ । ଟଙ୍କା ଦେଇ କିଛି ବି କିଣି ହେବ। କ’ଣ ଟଙ୍କା ଦେଇ ଖୁସି କିଣି ହେବ? ଯଦି ହଁ, ତେବେ ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । କିଛି ଲୋକଙ୍କ ମତରେ ପଇସା ଦେଇ ସୁଖ କିଣିବା ଅସମ୍ଭବ । ଏହି ଯୁକ୍ତିକୁ ନେଇ ନୋବେଲ ପୁରସ୍କାର ବିଜେତା ତଥା ଅର୍ଥଶାସ୍ତ୍ରୀ ଭିନ୍ନ ମତ ଦେଇଛନ୍ତି ।

ଡାନିଏଲ୍ କାହ୍ନମ୍ୟାନ କହିଛନ୍ତି, ପଇସା ସହିତ ଖୁସିର ସିଧା ସମ୍ପର୍କ ରହିଛି । ଟଙ୍କା ମାଧ୍ୟମରେ ଖୁସି କିଣା ଯାଇପାରିବ । ଯେଉଁ ଯେଉଁ ବ୍ୟକ୍ତିଙ୍କ ଆୟ ବୃଦ୍ଧି ପାଇଥାଏ, ସେମାନଙ୍କ ସୁଖ କରିବାର ସମୟ ମଧ୍ୟ ବଢ଼ିଥାଏ । ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ୮୨ ଲକ୍ଷରୁ ଅଧିକ ହେଲେ ତାଙ୍କ ଜୀବନରେ ଖୁସିର ସମୟ ସୀମା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇଥାଏ ।

କାହ୍ନମ୍ୟାନଙ୍କ ବର୍ତ୍ତମାନର ଗବେଷଣା ଏବଂ ତାଙ୍କ ୨୦୧୦ ଗବେଷଣା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ୨୦୧୦ କାହ୍ନମ୍ୟାନ ନିଜ ରିସର୍ଚ୍ଚରେ କହିଥିଲେ, ସୁଖ ବଢ଼ିବାରେ ଟଙ୍କାର ମାତ୍ର ସୀମିତ ଭୂମିକା ରହିଥାଏ। ଓ୍ବାଶିଂଟନର ଏକ ରିପୋର୍ଟ ଅନୁଯାୟୀ, ଡାନିଏଲ୍ କାହ୍ନମ୍ୟାନ ଏବଂ ପ୍ରେସିଡେନ୍ସି ବିଶ୍ବ ବିଦ୍ୟାଳୟର ମାଥ୍ୟୁ କିଲିଂଗସବାର୍ଥଙ୍କ ଦ୍ବାରା ହୋଇଥିବା ଷ୍ଟଡି ରିପୋର୍ଟରେ ପ୍ରକାଶ ପାଇଥିଲା । ଡାନିଏଲ୍ ଓ ମାଥ୍ୟୁ ଏହି ଗବେଷଣାରେ କହିଥିଲେ, ୧୮ରୁ ୬୫ ବୟସ୍କ ୩୩ହଜାର ୩୯୧ ଆମେରିକା ନାଗରିକ ସାମିଲ ହୋଇଛନ୍ତି। ଏମାନେ ବର୍ଷିକ  ୧୦ ହଜାର ଆମେରିକୀୟ ଡଲାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଏମାନଙ୍କ ଖୁସିକୁ ନେଇ ପ୍ରତିକ୍ରିୟା ମଧ୍ୟ ରହିଛି ।  

ଆୟ ବଢ଼ିଲେ ସୁଖ ବଢ଼ିଥାଏ,

କାହ୍ନମ୍ୟାନ ଗବେଷଣା ରିପୋର୍ଟ ଅନୁଯାୟୀ, ଲୋକଙ୍କ ଆୟ ବଢ଼ିଲେ ଖୁସି ମଧ୍ୟ ବୃଦ୍ଧି ପାଇଥାଏ । ବର୍ଷକୁ ଆୟ ଯଦି ୫୦ ହଜାର ଡଲାର ପାର୍ ହୋଇଥାଏ, ତେବେ ଲୋକେ ଖୁବ୍ ଆନନ୍ଦିତ ହୋଇଥାନ୍ତି । ଡାନିଏଲ୍ ଓ ମାଥ୍ୟୁଙ୍କ ରିପୋର୍ଟ ମୁତାବକ, ଖୁସିର ଅନେକ କାରକ ରହିଛି । ଏଥି ମଧ୍ୟରୁ ଟଙ୍କା ଅନ୍ୟତମ । ପଇସାକୁ ନେଇ କୌଣସି ସିକ୍ରେଟ୍ ନଥାଏ । ହେଲେ ମଣିଷ ଜୀବନରେ ସୁଖକୁ ବୃ଼ଦ୍ଧି କରିବାରେ ଯୋଗଦାନ ଦେଇଥାଏ।    

   Related Posts