oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ରସ୍ତାକଡ଼ରେ ଗାଡ଼ି ଛିଡ଼ା କରି କିଣୁଥିଲେ ଫଳ, କାର ଭିତରୁ ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

30/10/2021 at 9:10 PM

ସୁବର୍ଣ୍ଣପୁର, ୩୦/୧୦: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ବସଷ୍ଟାଣ୍ଡ ନିକଟରେ କାର ଭିତରୁ ଟଙ୍କା ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ । ସେଓ କିଣୁଥିବା ସମୟରେ ଲୁଟ୍‌ କରି ଦୁର୍ବୃତ୍ତ ଫେରାର ହୋଇଥିବା ବିନିକା ଥାନରେ ଅଭିଯୋଗ ହୋଇଛି l ସୁବର୍ଣ୍ଣପୁର ତରଭାର ସୁନିଲ କୁମାର ସାହୁ ଏକ କାରରେ ଡ଼୍ରାଇଭର ସହ ବରପାଲି ଯାଉଥିବା ସମୟରେ ବିନିକା ସହର ବସଷ୍ଟାଣ୍ଡ ନିକଟରେ ଅଟକି ଥିଲେ । ଫଳ ଦୋକାନରୁ ସେଓ କିଣୁଥିବା ସମୟରେ ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ ।

ସୁନିଲ କାରର ପଛପଟେ ନଗଦ ଦେଢ଼ଲକ୍ଷ ଟଙ୍କା, ୧୦୪ ଗ୍ରାମ ସୁନା, ୧୨୦୦ ଗ୍ରାମ ରୂପା ଭର୍ତ୍ତି ଏକ ବ୍ୟାଗ ରଖିଥିଲେ l ଫଳ ଦୋକାନରୁ ସେଓ କିଣି ସାରି କାରର ପଛପଟେ ରଖିବା ସମୟରେ ବ୍ୟାଗଟିକୁ ଦୁର୍ବୃତ୍ତମାନେ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି l ଏନେଇ ବିନିକା ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ବିନିକା ସହରର ବିଭିନ୍ନ ସିସିଟିଭି ଯାଞ୍ଚ କରୁଛି l

   Related Posts