ଭୋଜପୁରୀ ଅଭିନେତ୍ରୀ ମୋନାଲିସା ସେୟାର କଲେ ନୂଆ ପୋଜ୍ର ଫଟୋ, ଫଲୋଅର୍ସଙ୍କ କମେଣ୍ଟ-ଲକଡାଉନରେ ପୁରା ହଟ୍
4/05/2020 at 7:23 PM

ମୁମ୍ବାଇ ୪/୫: ଭୋଜପୁରୀ ଫିଲ୍ମ ଏବଂ ଟିଭି ଅଭିନେତ୍ରୀ ଅନ୍ତରା ବିଶ୍ବାସ ଓରଫ ମୋନାଲିସା ଲକଡାଉନ୍ ସମୟରେ ନିଜ ଫ୍ୟାନ୍ସଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ନିକଟରେ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ଏହି ମ୍ୟାସେଜ ଦେଖିବାକୁ ମିଳିଲା।

ମୋନାଲିସା ନିଜ ଫଟୋ ସେୟାର କରି ଲେଖିଛନ୍ତି,ଯେପରି ବି ଅନୁଭବ ହେଉଥାଉ,ପ୍ରସ୍ତୁତ ହୁଅନ୍ତୁ ଏବଂ କେବେ ବି ହାର ମାନନ୍ତୁ ନାହିଁ।

ଏହି ଫଟୋଗୁଡ଼ିକରେ ଅନେକ ଫ୍ୟାନ୍ସ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। କେତେକ ଫ୍ୟାନ୍ କମେଣ୍ଟ କରିଛନ୍ତି ଯେ ସେ ଲକଡାଉନରେ ମଧ୍ୟ ହଟ୍ ଲାଗୁଛନ୍ତି।

Related Posts
କ୍ୟାନସରରେ ପୀଡିତ ଏହି ଟିଭି ଷ୍ଟାର, ଚିକିତ୍ସା ପାଇଁ କଲେ ଗୁହାରି
8 February 2023