ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ; ପ୍ରଧାନଶିକ୍ଷକଙ୍କୁ ଘେରିଲେ ଅଭିଭାବକ
8/09/2018 at 10:42 AM

ବାଲେଶ୍ବର ୮|୯: ଛାତ୍ରୀଙ୍କୁ ଅସଦାଚରଣ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଂଗୀନ ଅଭିଯୋଗ । ବାଲେଶ୍ବର ଜିଲ୍ଲା ନୀଳଗିରି ନିଜଗଡ ଉଚ୍ଚ ପ୍ରାଥମିକ ସ୍କୁଲରେ ଏପରି ଘଟଣା ଦେଖିବାକୁ ମିଳିଛି । ୪ ଜଣ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପୀଡିତା ଛାତ୍ରୀ ଅଭିଯୋଗ କରିବା ପରେ ପ୍ରଧାନଶିକ୍ଷକଙ୍କୁ ଘେରିଛନ୍ତି ଅଭିଭାବକ । ଏନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖା ଦେଇଛି ।