oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୪ଘଣ୍ଟା ସିଲ୍ ହେଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର , ୮ଜଣ ପଜିଟିଭ୍ ଚିହ୍ନଟ ପରେ ନିଷ୍ପତ୍ତି

13/01/2022 at 12:44 PM

ମୋହନା ୧୩।୧: ଗଜପତି ଜିଲ୍ଲା ମୋହନା ମେଡିକାଲକୁ ୨୪ ଘଣ୍ଟା ପାଇଁ ସିଲ୍ କଲା ବ୍ଲକ୍ ପ୍ରଶାସନ । ମେଡିକାଲ ମଧ୍ୟରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ସିଲ୍ କରିଛି । ସେଥିମଧ୍ୟରୁ ୬ ଜଣ ମେଡିକାଲ କର୍ମଚାରୀ ଥିବାବେଳେ ୨ ଜଣ ସ୍ଥାନୀୟ ବସିନ୍ଦା ଅଛନ୍ତି । ମେଡିକାଲ ସିଲ୍ ହେବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ମେଡିକାଲକୁ ସାନିଟାଇଜ କରାଯାଇଛି । ଏଥିସହ ମେଡ଼ିକାଲର ସମସ୍ତ ଗାଡି ଏବଂ କର୍ମଚାରୀଙ୍କ କ୍ବାର୍ଟରକୁ ମଧ୍ୟ ସାନିଟାଇଜ କରାଯାଇଛି ।

   Related Posts