oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

RSS ମୁଖ୍ୟଙ୍କ ବଡ଼ ବୟାନ, ‘କିଛି ଲୋକ ଚାହୁଁଥିଲେ କି ଆମେ ଆମ ଇତିହାସ ହିଁ ଭୁଲିଯାଉ’

21/09/2022 at 2:11 PM

ନୂଆଦିଲ୍ଲୀ ୨୧।୦୯ : ଦେଶର ବିକାଶ ପାଇଁ ପ୍ରଥମେ ନିଜ ପରମ୍ପରା ଜାଣିବା ଦରକାର । ବାହାର ଦେଶ ତୁଳନାରେ ନିଜ ଦେଶର ସଂସ୍କୃତି, ପରମ୍ପରା, ଇତିହାସ ଏବଂ ଭୁଗୋଳକୁ ପିଛା କରିବା ଉଚିତ୍ । ଏହାହିଁ ଆମେ ବିକାଶର ମୂଳମନ୍ତ୍ର ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି ଆମେ ଅନ୍ୟ ଦେଶକୁ ନକଲ କରୁଛେ । ତେବେ ତାହା ଆମ ଦେଶର ବିକାଶ ହେଉନାହିଁ । ଆମେ କେବଳ ସେମାନଙ୍କୁ ପିଛା କରୁଛେ, ବିକାଶକୁ ନୁହେଁ । ଏପିରିକି କିଛି ଲୋକ ଏପରି ଉଦ୍ୟମ କରୁଥିଲେ କି ଆମେ ଦେଶର ଇତିହାସ ଭୁଲିଯାଉ ବୋଲି, କାହିଁକି ନା ଏଥିରେ ସେମାନଙ୍କର ସ୍ୱାର୍ଥ ଲୁଚି ରହିଥିଲା ।

ତେବେ ଏବେ ଆମ ଦେଶର ବିକାଶ ଗାଡି ଏବେ ଠିକ୍ ରାସ୍ତାରେ ଚାଲୁଛି । ଅନ୍ୟ ଦେଶର ସଂସ୍କୃତିକୁ ପିଛା କରିବା ପରିବର୍ତ୍ତେ ଆମେ ଆମର ପରମ୍ପରା, ଇତିହାସ ଓ ଭୁଗୋଳ ବିଷୟରେ ଜାଣିବା ଦରକାର । କାହିଁକି ନା ଏସବୁ ହିଁ ଆମକୁ ବିକାଶରେ ସହାୟକ ହେବ । ଏକ ପୁସ୍ତକରେ ବିନୋଚନ ଅବସରରେ ଏହିସବୁ କଥା କହିଛନ୍ତି ।

   Related Posts