ବିଶ୍ୱକପ୍‌ ପୂର୍ବରୁ ମିୟାଁ ମ୍ୟାଜିକ୍‌ଙ୍କ ଲମ୍ଫ ଡିଆଁ, ବନିଗଲେ ଦୁନିଆର NO-1 ବୋଲର

ମୁମ୍ୱାଇ ୨୦/୦୯: ମହମ୍ମଦ ସିରାଜ୍ ବନିଗଲେ ନମ୍ୱର ୧ ବୋଲର । ଆଇସିସି ରାକିଂରେ ସେ ହାତେଇଛନ୍ତି ନୂଆ ତାଜ୍ । ପୂର୍ବରୁ ବହୁତ ତଳେ ଥିଲା ତାଙ୍କ ରାଙ୍କ । ଏବେ ପୁଣିଥରେ ନିଜର ସ୍ଥାନ ଏକ ନମ୍ୱରକୁ ପକ୍କା କରିଛନ୍ତି । ଏସିଆ କପ୍ ୨୦୨୩ ଫାଇନାଲ୍‌ରେ କମାଲ କରିଥିଲେ ସିରାଜ ମହମ୍ମଦ । ଶ୍ରୀଲଙ୍କା ବିପକ୍ଷରେ ୬ ଓ୍ୱିକେଟ ନେଇ କରିଥିଲେ ଐତିହାସିକ ରେକର୍ଡ । ମିୟାଁ ମ୍ୟାଜିକ୍ ବୋଲାଉଥିବା ମହମ୍ମଦ ସିରାଜ୍ … Continue reading ବିଶ୍ୱକପ୍‌ ପୂର୍ବରୁ ମିୟାଁ ମ୍ୟାଜିକ୍‌ଙ୍କ ଲମ୍ଫ ଡିଆଁ, ବନିଗଲେ ଦୁନିଆର NO-1 ବୋଲର