ମୋଦିଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ
14/04/2018 at 7:22 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଛତିଶଗଡ଼ ସୁକମା ଜିଲ୍ଲାରେ ପୁଣି ବିସ୍ଫୋରଣ
ବିସ୍ଫୋରଣରେ ପୋଲିସ ବାହିନୀର ୨ଟି ଶିବିର ଧ୍ବଂସ ହୋଇଯାଇଛି
ରାସ୍ତା କାମରେ ସୁରକ୍ଷା ଯୋଗାଇବା ପାଇଁ ପୂର୍ବରୁ ସେଠାରେ ଵିୟୋଯିତ ଥିଲେ ସିଆରପିଏଫ ବାହିନୀ
ସୁକମା ଧର୍ମପେଣ୍ଟ|ରେ ଏକ ଟ୍ରକରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ
ରାସ୍ତା କାମକୁ ବିରୋଧ କରି ଏପରି କାଣ୍ଡ କରିଛନ୍ତି ମାଓବାଦୀ
ମୋଦିଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ
ମାଓବାଦୀମାନେ ୨ଟି ବଡ ଘଟଣା ଘଟାଇ ପୋଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି