ଆସନ୍ତା ମେ ୨୬ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
19/05/2018 at 8:09 AM

ଆସନ୍ତା ମେ ୨୬ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ପ୍ରଧାନମନ୍ତ୍ରୀ ହେବା ପରେ ପଞ୍ଚମ ଥର ପାଇଁ ଓଡିଶା ଆସୁଛନ୍ତି ମୋଦି | ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଆସୁଛନ୍ତି ମୋଦି | ପ୍ରଧାନମନ୍ତ୍ରୀ ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଅରୁଣ ସିଂହ | ଓଡିଶା ପ୍ରତି ମୋଦିଙ୍କ ଭଲପାଇବା ଅଛି, ଦେଶବାସୀ ମୋଦିଙ୍କୁ ହୃଦୟର ସହ ମାନୁଛନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସୁଥିବା କହିଛନ୍ତି ଅରୁଣ ସିଂହ |
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023