ମିଶନ ୨୦୨୪ : ଓଡିଶା ଆସିବେ ମୋଦି-ଶାହା-ନଡ୍ଡା, ବିଶାଳ ଜନସଭାରେ ଯୋଗଦେବେ
ଭୁବନେଶ୍ୱର ୦୧।୦୬ : ଓଡିଶାରେ ଆସିବେ ବିଜେପିର ବରିଷ୍ଠ ନେତୃବୃନ୍ଦ । ଜୁନ୍ ମାସରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ଜନସଭାରେ ଯୋଗଦେବେ ଏହି ସବୁ ନେତା । ଖବର ଅନୁଯାୟୀ, ଜୁନ୍ ମାସରେ ବିଜେପି ପକ୍ଷରୁ ଓଡିଶାରେ ବିଶାଳ ଜନସଭାର ଆୟୋଜନ ହୋଇଛି । ଏଥିରେ ଯୋଗଦେବା ପାଇଁ ବିଜେପିର ବରିଷ୍ଠ ନେତୃବୃନ୍ଦ … Continue reading ମିଶନ ୨୦୨୪ : ଓଡିଶା ଆସିବେ ମୋଦି-ଶାହା-ନଡ୍ଡା, ବିଶାଳ ଜନସଭାରେ ଯୋଗଦେବେ
Copy and paste this URL into your WordPress site to embed
Copy and paste this code into your site to embed