Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମିଶନ ୨୦୨୪ : ଓଡିଶା ଆସିବେ ମୋଦି-ଶାହା-ନଡ୍ଡା, ବିଶାଳ ଜନସଭାରେ ଯୋଗଦେବେ

1/06/2023 at 1:03 PM

ଭୁବନେଶ୍ୱର ୦୧।୦୬ : ଓଡିଶାରେ ଆସିବେ ବିଜେପିର ବରିଷ୍ଠ ନେତୃବୃନ୍ଦ । ଜୁନ୍‌ ମାସରେ  ଓଡିଶା ଆସିବେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ଜନସଭାରେ ଯୋଗଦେବେ ଏହି ସବୁ ନେତା ।  

ଖବର ଅନୁଯାୟୀ, ଜୁନ୍‌ ମାସରେ ବିଜେପି ପକ୍ଷରୁ ଓଡିଶାରେ ବିଶାଳ ଜନସଭାର ଆୟୋଜନ ହୋଇଛି । ଏଥିରେ ଯୋଗଦେବା ପାଇଁ ବିଜେପିର ବରିଷ୍ଠ ନେତୃବୃନ୍ଦ ଓଡିଶା ଗସ୍ତ କରିବେ । ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବେ । ଏହାବ୍ୟତୀତ ଆହୁରି ଅନେକ ନେତା ବି ଓଡିଶା ଆସିବେ ।

theprint.in

ତେବେ ଆୟୋଜନ ହେବାକୁ ଥିବା ଏହି ଜନସଭା କେଉଁଠି ଓ କେବେ ହେବ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆଗାମୀ ନିର୍ବାଚନ ବା ମିଶନ ୨୦୨୪ ଲାଗି ବିଜେପିର ଏହା ରଣନୀତି ବୋଲି ଅନୁମାନ କରାଯାଉଛି ।

india today

   Related Posts