ଆଜି ମୋଦି-ପୁଟିନ୍ କଥାବାର୍ତ୍ତା
5/10/2018 at 11:15 AM

ଦିଲ୍ଲୀ ୫/୧୦ :୨ ଦିନିଆ ଭାରତ ଗସ୍ତର ଆସି ଆଜି ନୂଆ ଦିଲ୍ଲୀରେ ପହଞ୍ଚିଛନ୍ତି ପୁଟିନ୍ । ଗତକାଲି ମୋଦିଙ୍କୁ ସାକ୍ଷାତ କରିଛନ୍ତି ପୁଟିନ୍ । ଆଜି ମୋଦି ଓ ପୁଟିନଙ୍କ ମଧ୍ୟରେ ୨୯ତମ ସମିତି ସ୍ଥରୀୟ କଥାବାର୍ତା ହେବ | ଏହି କଥାବାର୍ତା କାଳରେ ଭାରତକୁ S-400 କ୍ଷେପଣାସ୍ତ୍ର ଯୋଗାଇଦେବା ସମ୍ପର୍କରେ ବୁଝାମଣା ସ୍ଵାକ୍ଷର ହେବାର ସମ୍ଭାବନା ରହିଛି | ୫୦୦ କୋଟି ଡଲାର ମୂଲ୍ୟର ଏହି ବୁଝାମଣାକୁ ନେଇ ଉତ୍ସୁକତା ଦେଖାଦେଇଛି | ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହିତ ଆଣବିକ ଶକ୍ତି ମହାକାଶ ଓ ଅର୍ଥନୀତି କ୍ଷେତ୍ରରେ ପ୍ରାୟ ୨୦ଟି ବୁଝାମଣା ସ୍ଵାକ୍ଷର ହେବାର ଅଛି |
Related Posts
ବିଜୁଳି ସଂଚୟ କରିବାକୁ ଯାଇ ହଜାର ହଜାର ଲୋକ ହରାଉଛନ୍ତି ପ୍ରାଣ: ରିପୋର୍ଟ
7 February 2023