AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଆଜି ମୋଦି-ପୁଟିନ୍ କଥାବାର୍ତ୍ତା

5/10/2018 at 11:15 AM

ଦିଲ୍ଲୀ ୫/୧୦ :୨ ଦିନିଆ ଭାରତ ଗସ୍ତର ଆସି ଆଜି ନୂଆ ଦିଲ୍ଲୀରେ ପହଞ୍ଚିଛନ୍ତି ପୁଟିନ୍ । ଗତକାଲି ମୋଦିଙ୍କୁ ସାକ୍ଷାତ କରିଛନ୍ତି ପୁଟିନ୍ । ଆଜି ମୋଦି ଓ ପୁଟିନଙ୍କ ମଧ୍ୟରେ ୨୯ତମ ସମିତି ସ୍ଥରୀୟ କଥାବାର୍ତା ହେବ | ଏହି କଥାବାର୍ତା କାଳରେ ଭାରତକୁ S-400 କ୍ଷେପଣାସ୍ତ୍ର ଯୋଗାଇଦେବା ସମ୍ପର୍କରେ ବୁଝାମଣା ସ୍ଵାକ୍ଷର ହେବାର ସମ୍ଭାବନା ରହିଛି | ୫୦୦ କୋଟି ଡଲାର ମୂଲ୍ୟର ଏହି ବୁଝାମଣାକୁ ନେଇ ଉତ୍ସୁକତା ଦେଖାଦେଇଛି | ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହିତ ଆଣବିକ ଶକ୍ତି ମହାକାଶ ଓ ଅର୍ଥନୀତି କ୍ଷେତ୍ରରେ ପ୍ରାୟ ୨୦ଟି ବୁଝାମଣା ସ୍ଵାକ୍ଷର ହେବାର ଅଛି |

   Related Posts