Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

କାଶୀରେ ଭବ୍ୟ ଗଙ୍ଗା ଆଳତୀ ଆରମ୍ଭ: ମୋଦିଙ୍କ ସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ

13/12/2021 at 7:42 PM

ବନାରସ ୧୩/୧୨ : କାଶୀ ବିଶ୍ୱନାଥ କରିଡର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ମୋଦି ସୋମବାର ଦିନ ଲୋକାର୍ପଣ କରିଛନ୍ତି। ପିଏମ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ବନାରସ ଅଲକନନ୍ଦା ଘାଟରୁ କ୍ରୁଜ ଯୋଗେ ଲଳିତାଘାଟ ଆସିଲେ। ଗଙ୍ଗାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ମୋଦି ହାତ ହଲାଇ ଲୋକଙ୍କ ସ୍ୱାଗତ ସ୍ୱୀକାର କରିଛନ୍ତି।

ବନାରସରେ ପହଞ୍ଚିବା ପରେ ମୋଦି କ୍ରୁଜରେ ରବିଦାସ ଘାଟ ଯାଇଥିଲେ। ଏଠାରେ ସେ ସନ୍ଥ ରବିଦାସଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କଲେ। ସନ୍ଧ୍ୟା ୬ଟା ସମୟରେ ସେ ଗଙ୍ଗା ଆଳତୀରେ ସାମିଲ ହୋଇଛନ୍ତି। ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ନଜର ଆସିଛନ୍ତି।

କାଶୀରେ ଭବ୍ୟ ଗଙ୍ଗା ଆଳତୀ ଆରମ୍ଭ ହୋଇଛି। ମୋଦିଙ୍କ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଗଙ୍ଗା ଆଳତୀରେ ସାମିଲ ହୋଇଛନ୍ତି। ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଗଙ୍ଗା ଆଳତୀ ଦର୍ଶନ କରିଛନ୍ତି।

   Related Posts