ଲୁଟେରାକୁ ଛେଚିଲେ ଲୋକ
5/05/2018 at 7:42 AM

ଲୁଟେରାକୁ ଧରି ଛେଚିଲେ ଲୋକେ | ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ | ପଞ୍ଚଲିଙ୍ଗେଶ୍ୱର ପୀଠ ନିକଟସ୍ଥ ଶିରିଡ଼ି ସାଇ ମନ୍ଦିରରୁ ମୋବାଇଲ ଚୋରି ହାଇଥିଲା | ଘଟଣା ଜଣା ପଡିବା ପରେ ଗ୍ରାମବାସୀ ଚୋରକୁ ଧରି ନିରଧୂମା ଛେଚିଛନ୍ତି |
Related Posts
ସୋଆ କ୍ୟାମ୍ପସ୍ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍” ଆୟୋଜିତ
23 September 2023
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023