ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗଡ଼ିବନି ‘ମୋ ବସ୍’

Published By : Prameya-News7 Bureau | March 09, 2020 IST

ଭୁବନେଶ୍ବର୯/୩: ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗଡ଼ିବନି ‘ମୋ ବସ୍’ । ଅପରାହ୍ନ ୨ଟା ପରେ ପୁଣି ସ୍ୱାଭାବିକ୍ ହେବ ବସ୍ ସେବା । ରଙ୍ଗର ପର୍ବ ହୋଲି ପାଇଁ ମଙ୍ଗଳବାର ଅପରାହ୍ନ ୨ଟା ଯାଏଁ ଗଡିବନି ‘ମୋ ବସ’ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି କ୍ରୁଟ୍ । ଏହା ସହ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ପାସ୍ କାଉଣ୍ଟର ମଧ୍ୟ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.