suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ପୋଲିସ ପଞ୍ଝାରେ ‘ମୋ ବସ୍‌’ ଲୁଟେରା ଗ୍ୟାଙ୍ଗ, ନଗଦ ଟଙ୍କା ସହ ମୋବାଇଲ୍‌ ଜବତ

20/12/2022 at 11:21 AM

ଭୁବନେଶ୍ୱର ୨୦।୧୨ : ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ମୋ ବସ୍‌ ଲୁଟେରା ଗ୍ୟାଙ୍ଗ । ସାତ ଜଣ ଲୁଟେରାଙ୍କୁ କାବୁ କରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା , ୯ଟି ମୋବାଇଲ୍‌ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, କିଛି ଦିନ ହେବ ମୋ ବସ୍‌ରେ ଲୁଟ୍‌ ଘଟଣା ବଢିଚାଲିଥିଲା । ଯାହାକୁ ଦୃଷ୍ଟିରେ କମିଶନରେଟ୍‌ ପୋଲିସ ତତ୍ପର ହୋଇଉଠିଥିଲା । ଏହିକ୍ରମରେ ମଙ୍ଗଳବାର ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ୍‌ ପୋଲିସ । ଗିରଫ ଅଭିଯୁକ୍ତମାନେ ଖଣ୍ଡଗିରି, ନୟାପଲ୍ଲୀ, ସହିଦ ନଗର, କ୍ୟାପିଟାଲ, ମଞ୍ଚେଶ୍ୱର ସହ କଟକ ଅଞ୍ଚଳରେ  ଚାଲୁଥିବା ମୋ ବସ୍‌ରୁ ଲୁଟ୍‌ କରୁଥିଲେ । ଗିରଫ ଅଭିଯୁକ୍ତମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି ।  

   Related Posts