Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ମୋ ବସ୍‌- ଅଟୋ ମୁହାଁମୁହିଁ ଧକ୍କା, ୫ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

6/07/2022 at 7:15 PM

ସାଲେପୁର, ୦୬/୦୭: କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବହୁଗ୍ରାମ ବଜାର ନିକଟରେ ମୋ ବସ୍‌ ଓ ଅଟୋ ମୁହାଁମୁହିଁ ଧକ୍କା । କଟକରୁ ସାଲେପୁର ଅଭିମୁଖେ ମୋ ବସ୍‌ ଆସୁଥିବା ବେଳେ ବିପରୀତ ଦିଗରୁ ଅଟୋଟି ଆସୁଥିଲା। ମୋ ବସ୍‌ ଓ ଅଟୋ ଗାଡିଟି ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ଥିବା ୫ଜଣ ଗୁରୁତର ହୋଇପଡ଼ିଥିଲେ । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ  କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୋ ବସ୍‌ ଓ ଅଟୋକୁ ଜବତ କରି ତଦନ୍ତ ଚଳାଇଛି ।

   Related Posts