ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପିଲାଙ୍କ ଗହଣରେ ବିଧାୟକ: କହିଲେ ଭାତ ହେବ, ଡାଲି ହେବ, ଚିକେନ୍ ହେବ… ଆଉ କ୍ଷୀରିଟେ ହେବ

21/11/2022 at 10:35 AM

ସାନଖେମୁଣ୍ଡି ୨୧/୧୧: ଭାତ ହେବ, ଡାଲି ହେବ, ଚିକେନ୍ ହେବ… ଆଉ କ୍ଷୀରିଟେ ହେବ । କୁନିକୁନି ପିଲାଙ୍କ ଗହଣରେ ବସି ଏଭଳି ମଜାକିଆ ମୁଡ୍‌ରେ ନଜର ଆସିଛନ୍ତି ସାନଖେମୁଣ୍ଡି ବିଧାୟକ । କୋମଳମତି ପିଲାଙ୍କ ଗହଣରେ ବସି ବିଧାୟକ ରମେଶ ଜେନା ବିନ୍ଦାସ୍ ବାର୍ତ୍ତାଳାପ କରୁଥିବା ବେଳର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓରେ ବିଧାୟକ ପିଲାମାନଙ୍କୁ କହୁଛନ୍ତି ଯେ, ପିଲାମାନେ ଭୋଜିଟେ କରନ୍ତୁ । ଆଉ ମାଆମାନେ ଏହାର ଦାୟିତ୍ଵ ନିଅନ୍ତୁ । ଏହା ଶୁଣି ପିଲାମାନେ ଖୁବ୍ ଖୁସି ହୋଇଯାଉଛନ୍ତି। ତେବେ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

   Related Posts