କଟନୀ ଝଟନୀ ବନ୍ଦ୍ ଦାବି ନେଇ ବିଧାୟକଙ୍କ ବିକ୍ଷୋଭ, ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ
6/12/2022 at 1:34 PM

କଣ୍ଟାବାଞ୍ଜୀ ୦୬/୧୨: ତୁରେକେଲା ପେକ୍ସରେ ଚାଷୀଙ୍କ ଧାନ କଟନୀ ଝଟନୀ ହେଉଥିବା ଚାଷୀ ମାନେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଅଭିଯୋଗ କରିଥିଲେ । ତେବେ ଆଜି ବିଧାୟକ ପେକ୍ସ ପରିଦର୍ଶନ କରିବା ସହ ଏହି ଅଭିଯୋଗର ସତ୍ୟତା ଜାଣିଥିଲେ ।
ପେକ୍ସରେ କଟନୀ ଝଟନୀ ହେଉଥିବା ବେଳେ ମିଲର୍ସ ମାନେ ଚାଷୀଙ୍କ ଠାରୁ ଧାନ କିଣୁ ଥିବା ବିଧାୟକ କହିଛନ୍ତି । କଟନୀ ଝଟନୀ ବନ୍ଦ ଦାବି କରି ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ବିଧାୟକ ଅବରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଁଚିବେ ନାହିଁ ରାସ୍ତା ରୋକ ହଟିବ ନାହିଁ ବୋଲି ବିଧାୟକ କହିଛନ୍ତି ।
Related Posts
ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27 January 2023
କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27 January 2023
ପାଇପ ଚୋରି ମାମଲା, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ
27 January 2023