AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ସାତକୋଶିଆରୁ ସୁନ୍ଦରୀକୁ ସ୍ଥାନାଂତର କରିବା ପାଇଁ ସ୍ଥାନୀୟ ବିଧାୟକ କଲେ ଦାବି

22/10/2018 at 4:04 PM

ଅନୁଗୁଳ ୨୨/୧୦ ସୁନ୍ଦରୀ ବାଘୁଣୀକୁ ସାତକୋଶିଆରୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ସଂଜୀବ ସାହୁ | ଏନେଇ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କୁ ଭେଟିବେ ବୋଲି ସେ କହିଛନ୍ତି | ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଏଦିଗରେ ବିହିତ ପଦକ୍ଷେପ ନେବା ଉଚିତ ବୋଲି ଦାବି କରିଛନ୍ତି ବିଧାୟକ ସଂଜୀବ ସାହୁ | ସନ୍ଧ୍ୟା ହେଲେ ସ୍ଥାନୀୟ ଅଂଚଳରେ ତାଟି କବାଟ ପଡିଯାଉଛି | ସ୍ଥାନୀୟ ଅଂଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଛି | ବାଘୁଣୀ ଆକ୍ରମଣରେ ପ୍ରାଣ ହରାଇଥିବା ବୃଦ୍ଧଙ୍କ ପରିବାର ରେ କାନ୍ଦବୋବାଳୀ ପଡିଛି |

   Related Posts