AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

MKCG ମେଡିକାଲ ଛାତରୁ ସିଲିଂ ଖସିବା ଘଟଣା, ବରିଷ୍ଠ ଅଧିକାରୀଙ୍କ ତଦନ୍ତ ଆରମ୍ଭ

10/09/2022 at 3:06 PM

ବ୍ରହ୍ମପୁର ୧୦।୦୯: ଏମକେସିଜି ମେଡିକାଲ ସୁପର୍ ସ୍ପେସାଲିଟି କୋଠାରୁ ସିଲିଂ ଖସିବା ଘଟଣା ।  ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦାରଖ କରିଛନ୍ତି ।

ଖବର ଅନୁଯାୟୀ,  ସୁପର୍ ସ୍ପେସାଲିଟି କୋଠାର ୫ମ ମହଲାରେ ଅଗ୍ନିକାଣ୍ଡ ଘଟଣା ପରେ ସିଲିଂ ଖସିଥିଲା। ପରେ ଶୁକ୍ରବାର ପୁଣି ଥରେ ଏହି କୋଠାର ତୃତୀୟ ମହଲାର ଏଣ୍ଡୋକ୍ରିନୋଲୋଜି ବିଭାଗ ୱାର୍ଡରୁ ମଧ୍ୟ ଖସିଥିଲା ସିଲିଂ । ବାରମ୍ବାର ଏଭଳି ଅଘଟଣ ପରେ ରୋଗୀମାନେ ଭୟଭୀତ ହୋଇ ପଡିଥିବା ବେଳେ କୋଠାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶନିବାର ପ୍ରଶାସନିକ ଅଧିକାରୀ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀ ସୁପର୍ ସ୍ପେସାଲିଟି କୋଠାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

   Related Posts